ଝରାଫୁଲ ହତ୍ୟା ଘଟଣା: ତୃତୀୟ ଅଭିଯୁକ୍ତ ଗିରଫ, ସହଯୋଗୀ ଏବେବି ଫେରାର

ଯାଜପୁର: ଝରାଫୁଲ ମୃତ୍ୟୁ ଘଟଣାରେ ୩ୟ ଅଭିଯୁକ୍ତକୁ ଗିରଫ କରିବାରେ ଯାଜପୁର ପୁଲିସ ସଫଳ ହୋଇଥିବା ବେଳେ ଦ୍ବିତୀୟ ଅଭିଯୁକ୍ତ ଶେଖର ଏବେ ବି ଫେରାର ଅଛି। ତେବେ ଗତକାଲି ପୁଲିସ ଝରା ଫୁଲ ମୃତ ଘଟଣାରେ ଆଉ ଜଣେ ଅଭିଯୁକ୍ତକୁ ଗିରଫ କୋର୍ଟ ଚାଲାଣ କରିଛି ପୋଲିସ୍। ସୂଚନା ଅନୁଯାୟୀ ଏରପୋର୍ଟ ଥାନା ଅନ୍ତର୍ଗତ ସୁନ୍ଦର ପଦା ଗାଁର ଅମରେଶ ରାଉତକୁ ଯାଜପୁର ପୋଲିସ ଗିରଫ କରିବାପରେ କେସ … Continue reading ଝରାଫୁଲ ହତ୍ୟା ଘଟଣା: ତୃତୀୟ ଅଭିଯୁକ୍ତ ଗିରଫ, ସହଯୋଗୀ ଏବେବି ଫେରାର